Below header
Browsing Tag

mao landmine

ବୌଦ୍ଧ ଲକଡପାଜୁ ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲେ ୫୦ ବନକର୍ମଚାରୀ

ବୌଦ୍ଧ(କେନ୍ୟୁଜ୍): ଲ୍ୟାଣ୍ଡମାଇନ ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲେ ୫୦ ବନକର୍ମଚାରୀ। ବୌଦ୍ଧ ଜିଲ୍ଲା ଲକଡପାଜୁ ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ । ସୂଚନା ମୁତାବକ ଜିଲ୍ଲାରେ ବଢୁଥିବା ଗଞ୍ଜେଇ ଚାଷ ନଷ୍ଟ କରିବା ପାଇଁ ବନ ବିଭାଗ କର୍ମଚାରୀ ଜଙ୍ଗଲକୁ ଯାଇଥିଲେ। ବନବିଭାଗର ୫୦ ଜଣିଆ ଟିମ୍‌…

ଅଳ୍ପକେ ବର୍ତ୍ତିଲେ ଯବାନ, ପଣ୍ଡ ହେଲା ମାଓ ଯୋଜନା

ମାଲକାନଗିରି (କେନ୍ୟୁଜ୍) : ପଣ୍ଡ ହେଲା ମାଓ ଯୋଜନା । ଅଳ୍ପକେ ବର୍ତ୍ତିଲେ ଯବାନ । ମାଓବାଦି ଖଞ୍ଜିଥିବା ଲ୍ୟାଣ୍ଡମାଇନ ଉଦ୍ଧାର କଲେ ଯବାନ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନିପ୍ପା ଜଙ୍ଗଲରେ ପୋଲିସକୁ ଟାର୍ଗେଟ କରିବାକୁ ପାଞ୍ଚ କିଲୋର ଲ୍ୟାଣ୍ଡମାଇନ ଖଞ୍ଜିଥିଲେ ମାଓବାଦି । ୨୦୬…