ଅଳ୍ପକେ ବର୍ତ୍ତିଲେ ଯବାନ, ପଣ୍ଡ ହେଲା ମାଓ ଯୋଜନା

ମାଲକାନଗିରି (କେନ୍ୟୁଜ୍) : ପଣ୍ଡ ହେଲା ମାଓ ଯୋଜନା । ଅଳ୍ପକେ ବର୍ତ୍ତିଲେ ଯବାନ । ମାଓବାଦି ଖଞ୍ଜିଥିବା ଲ୍ୟାଣ୍ଡମାଇନ ଉଦ୍ଧାର କଲେ ଯବାନ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନିପ୍ପା ଜଙ୍ଗଲରେ ପୋଲିସକୁ ଟାର୍ଗେଟ କରିବାକୁ ପାଞ୍ଚ କିଲୋର ଲ୍ୟାଣ୍ଡମାଇନ ଖଞ୍ଜିଥିଲେ ମାଓବାଦି । ୨୦୬ ବାଟାଲିୟନର ସିଆରପିଏଫ ଯବାନଙ୍କ ଅପରେସନ୍‌ ବେଳେ ଏହାକୁ ଠାବ କରାଯାଇ ଡିଫ୍ୟୁଜ୍‌ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.