Browsing Tag

mao pathasala

ମାଲକାନଗିରିରେ ମାଓବାଦୀଙ୍କ ସ୍ଥାୟୀ ଅଫିସ୍, ଯେଉଁଠାରେ ରହିଛି ନକ୍ସଲଙ୍କ ପାଠଶାଳା

ମାଲକାନଗିରି: ମାଓଗଡ଼ ମାଲକାନଗିରିରେ ମାଓବାଦୀଙ୍କ ସ୍ଥାୟୀ ଅଫିସ। ଆଉ ଏହା ଭିତରେ ରହିଛି ନକ୍ସଲଙ୍କ ପାଠଶାଳା। ପୋଲିସ ଓ ସୁରକ୍ଷାକର୍ମୀଙ୍କୁ ପ୍ରତିହତ କରିବାକୁ ଶିଖୁଛନ୍ତି କୌଶଳ। ଜିଲ୍ଲା ସଦର ମହକୁମା ଠାରୁ ଦୀର୍ଘ ୯୦କିମି ବାଇକରେ ଯିବା ପରେ ପୁଣି ଜଳପଥରେ ୬୦କିମି ଅତିକ୍ରମ କରିବା ପରେ…