ମାଓ ସଙ୍ଗଠନକୁ ଶକ୍ତ ଝଟକା: ଟପ୍ ମାଓ ନେତା ଜେମିଲି କାମେଶ ଓରଫ କୁଙ୍କୁମାପୁଡି ହାରି ଗିରଫ
କୋରାପୁଟ: ମାଓ ସଂଗଠନକୁ ଶକ୍ତ ଝଟକା । ଆନ୍ଧ୍ର-ଓଡ଼ିଶା ବର୍ଡର ଜୋନାଲ କମିଟିର ଟପ୍ ମାଓ ନେତା ଜେମିଲି କାମେଶ ଓରଫ କୁଙ୍କୁମାପୁଡି ହାରି ଗିରଫ । ବିଶାଖାପାଟଣା ପୋଲିସ ଗିରଫ କରିଛି । ତା ନିକଟରୁ ୩୦୩ ରାଇଫଲ୍, ୨୦ ରାଉଣ୍ଡ ଗୁଳି ଓ ୫୦ କେଜି ଜିଲୋଟିନ ଜବତ ହୋଇଛି । ଜେମିଲି ୧୪ ବର୍ଷ ଧରି…