ଓଡ଼ିଶାରେ କମିଛି ନକ୍ସଲ ହିଂସା, ଗୃହରେ ଉତ୍ତର ରଖିଲେ ଅମିତ ଶାହ
କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ନକ୍ସଲ ମୁକ୍ତ ରାଜ୍ୟ ହୋଇଛି । ଓଡ଼ିଶାରେ କମିଛି ନକ୍ସଲ ହିଂସା । ଗୃହରେ ଉତ୍ତର ରଖି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଉତ୍ତର-ପୂର୍ବରେ କମିଛି ହିଂସା ।
ଉତ୍ତର-ପୂର୍ବରେ ୬୮ ପ୍ରତିଶତ ହିଂସା କମିଥିବା ଗୃହରେ ଉତ୍ତର ରଖିଛନ୍ତି କେନ୍ଦ୍ର…