ଓଡ଼ିଶାରେ କମିଛି ନକ୍ସଲ ହିଂସା, ଗୃହରେ ଉତ୍ତର ରଖିଲେ ଅମିତ ଶାହ

ଉତ୍ତର-ପୂର୍ବରେ ୬୮ ପ୍ରତିଶତ ହିଂସା କମିଥିବା ଗୃହରେ ଉତ୍ତର ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେହିପରି ପୂର୍ବାଂଚଳରେ ହିଂସା ହ୍ରାସ ପାଉଛି । ଉତ୍ତ-ପୂର୍ବରେ ଶାନ୍ତି ଫେରାଇବାକୁ ଆମର ଚେଷ୍ଟା ଜାରି ରହିଛି ।

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ନକ୍ସଲ ମୁକ୍ତ ରାଜ୍ୟ ହୋଇଛି । ଓଡ଼ିଶାରେ କମିଛି ନକ୍ସଲ ହିଂସା । ଗୃହରେ ଉତ୍ତର ରଖି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଉତ୍ତର-ପୂର୍ବରେ କମିଛି ହିଂସା ।

ଉତ୍ତର-ପୂର୍ବରେ ୬୮ ପ୍ରତିଶତ ହିଂସା କମିଥିବା ଗୃହରେ ଉତ୍ତର ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେହିପରି ପୂର୍ବାଂଚଳରେ ହିଂସା ହ୍ରାସ ପାଉଛି । ଉତ୍ତ-ପୂର୍ବରେ ଶାନ୍ତି ଫେରାଇବାକୁ ଆମର ଚେଷ୍ଟା ଜାରି ରହିଛି । ଓଡ଼ିଶା ସମେତ ଅନେକ ରାଜ୍ୟ ନକ୍ସଲ ମୁକ୍ତ ହୋଇଥିବା ଅମିତ ଶାହ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.