ମାଲକାନଗିରି ସୀମାନ୍ତ ଛତିଶଗଡରେ କରୋନା ଏବଂ ଫୁଡ ପଏଜନିଂରେ ୧୦ ମାଓବାଦୀ ମୃତ
ମାଲକାନଗିରି: ମହାମାରୀରେ ମାଓବାଦୀ ମୃତ । ମାଲକାନଗିରି ସୀମାନ୍ତ ଛତିଶଗଡରେ କରୋନା ଏବଂ ଫୁଡ ପଏଜନିଂରେ ଦଶରୁ ଅଧିକ ମାଓବାଦୀଙ୍କର ମୃତ୍ୟୁ ହୋଇଛି । ମୃତ ସମସ୍ତ ମାଓବାଦୀ ଦକ୍ଷିଣ ବସ୍ତର ମାଓ ସଙ୍ଗଠନ ବୋଲି ଜଣା ପଡିଛି ।
ଏଥିରେ ଟପ୍ କ୍ୟାଡର ମାଓବାଦୀ ଥିବା ସୂଚନା ଦେଇଛନ୍ତି…