Browsing Tag

married woman murder

ପରକୀୟା ପ୍ରୀତି ପାଇଁ ଗଲା ବିବାହିତା ମହିଳାଙ୍କ ଜୀବନ, ଏବେ ଜେଲରେ ପ୍ରେମିକ

ଭଦ୍ରକ(କେନ୍ୟୁଜ) : ପରକୀୟା ପ୍ରୀତି ଯୋଗୁଁ ଜୀବନ ହାରିଲେ ଜଣେ ମହିଳା, ଜେଲ ଗଲା ପ୍ରେମିକ ତା ପୁଣି କୌଣସି ଖୋଲା ସ୍ଥାନରେ ନୁହେଁ କୀ ଜନଗହଳି ସ୍ଥାନରେ ନୁହେଁ, ଘର ଭିତରେ ବିବାହିତା ମହିଳାଙ୍କୁ ତାଙ୍କ ପ୍ରେମିକ ନିଜେ ଜୀବନରୁ ମାରି ଅଭିନବ ଉପାୟରେ ଫେରାର ହୋଇ ଯାଇଥିଲା । ଏହିଭଳି ଏକ…

ମହିଳାକୁ ମାରି ଫ୍ୟାନରେ ଟାଙ୍ଗି ଦେଇଥିବା ଅଭିଯୋଗ! ମୃତକଙ୍କ ସ୍ୱାମୀକୁ ଥାନାକୁ ଉଠାଇ ନେଇ ପଚରାଉଚରା

ବାରିପଦା(କେନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନାର ୪ ନଂ ୱାର୍ଡର ଏମକେସି ହାଇସ୍କୁଲ ପାଖ ଅଞ୍ଚଳରେ ମହିଳାକୁ ମାରି ଫ୍ୟାନରେ ଟାଙ୍ଗିଦେଇଥିବା ଅଭିଯୋଗ। ଅଭିଯୋଗ ଆଣିଲେ ପରିବାର ଲୋକେ। ମୃତକ ଜଣକ ହେଉଛନ୍ତି ୪୮ ବର୍ଷୀୟା ସସ୍ମିତା ଜେନା। ଏହି ଘଟଣାରେ ମୃତକଙ୍କ ସ୍ୱାମୀ ମନୋଜ…

ମହିଳାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା, ସ୍ୱାମୀଙ୍କ ସମେତ ଶାଶୁ ଘର ଲୋକଙ୍କର ସମ୍ପୃକ୍ତି ରହିଥିବା ନେଇ ଅଭିଯୋଗ

ଭଦ୍ରକ (କେନ୍ୟୁଜ): ଭଦ୍ରକ ଜିଲ୍ଲା ତିହିଡି ଥାନା ତାଳପଦା ପଞ୍ଚାୟତ ଅଧିନ ଚବିଶପ୍ରହରୀ ନିକଟସ୍ଥ ଜନୈକା ମହିଳାଙ୍କୁ ସୁପରିକଳ୍ପିତ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ହତ୍ୟାକାଣ୍ଡରେ ମୃତାଙ୍କ ସ୍ୱାମୀ ସମେତ ଦିର୍ଘ ବର୍ଷ ଧରି ଉକ୍ତ ପରିବାର ମଧ୍ୟରେ ରହୁଥିବା ବିବାହିତା ନଣଦଙ୍କ…

ଗଞ୍ଜାମ ପୁହୁଣ୍ଡି ଗାଁରେ ବିବାହିତ ମହିଳାଙ୍କୁ ବିଭତ୍ସ ହତ୍ୟା, ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ଧାରୁଆ ଅସ୍ତ୍ରରେ…

ବ୍ରହ୍ମପୁର( କେ ନ୍ୟୁଜ୍): ଗଂଜାମ ଜିଲ୍ଲା ଜରଡା ଥାନା ପୁହୁଣ୍ଡି ଗାଁ ନିକଟରେ ଥିବା ନଦୀ ନିକଟରେ ଜଣେ ବିବାହିତ ମହିଳାଙ୍କୁ ବିଭତ୍ସ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମହିଳା ଜଣଙ୍କ ହେଲେ ଉକ୍ତ ଗାଁର ଲକ୍ଷ୍ମୀ ଗୌଡ । ଲକ୍ଷ୍ମୀ ଆଜି ସକାଳେ ଗାଁ ନିକଟରେ ଥିବା ନଦୀକୁ ଗାଧୋଇବାକୁ…