Below header

ଗଞ୍ଜାମ ପୁହୁଣ୍ଡି ଗାଁରେ ବିବାହିତ ମହିଳାଙ୍କୁ ବିଭତ୍ସ ହତ୍ୟା, ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ଧାରୁଆ ଅସ୍ତ୍ରରେ ହୋଇଛି ଆକ୍ରମଣ

ବ୍ରହ୍ମପୁର( କେ ନ୍ୟୁଜ୍): ଗଂଜାମ ଜିଲ୍ଲା ଜରଡା ଥାନା ପୁହୁଣ୍ଡି ଗାଁ ନିକଟରେ ଥିବା ନଦୀ ନିକଟରେ ଜଣେ ବିବାହିତ ମହିଳାଙ୍କୁ ବିଭତ୍ସ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମହିଳା ଜଣଙ୍କ ହେଲେ ଉକ୍ତ ଗାଁର ଲକ୍ଷ୍ମୀ ଗୌଡ ।

ଲକ୍ଷ୍ମୀ ଆଜି ସକାଳେ ଗାଁ ନିକଟରେ ଥିବା ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଛି।  ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ କିଏ ହତ୍ୟା କରିଥିବା ଅନୁମାନ କରାଯାଉଛି । ତେବେ ହତ୍ଯାର କାରଣ ଏଯାଏ ଅସ୍ପଷ୍ଟ ରହିଛି । ଖବରପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.