Browsing Tag

maternity leave

ମା’ ହେବାକୁ ଥିବା ସରକାରୀ କର୍ମଚାରୀଙ୍କୁ ଉପହାର ଦେଲେ ରାଜ୍ୟ ସରକାର, ବର୍ଷେ ଯାଏଁ ମିଳିବ ମାତୃତ୍ୱ ଛୁଟି ଘୋଷଣା

ସରକାରୀ ମହିଳା କର୍ମଚାରୀଙ୍କ ପାଇଁ ଖୁସି ଖବର । ମାତୃତ୍ୱ ଛୁଟିକୁ ନେଇ ରାଜ୍ୟ ସରକାର ଏକ ବଡ ଘୋଷଣା କରିଛନ୍ତି । ମାଆ ହେବାକୁ ଥିବା ମହିଳାଙ୍କୁ ୧ ବର୍ଷ ଯାଏଁ ଛୁଟି ଦେବେ ସିକ୍କିମ ସରକାର । କେବଳ ସେତିକି ନୁହେଁ ପୁରୁଷମାନଙ୍କୁ ୧ ମାସର ଛୁଟି ମଧ୍ୟ ମିଳିବ । ସିକ୍କିମ ମୁଖ୍ୟମନ୍ତ୍ରୀ…