Below header
Browsing Tag

MBBS offline exams

ବୁର୍ଲା ଭିମସାରରେ ପୁଣି କରୋନା କାୟା, ବାତିଲ୍‌ ହେଲା MBBSର ପ୍ରଥମ ଓ ଦ୍ୱିତୀୟ ବର୍ଷ ଅଫଲାଇନ୍‌ ପରୀକ୍ଷା

ସମ୍ବଲପୁର(କେନ୍ଯୁଜ୍): ବୁର୍ଲା ଭିମସାରରେ ପୁଣି କରୋନା କାୟା। ବାତିଲ୍‌ ହେଲା MBBSର ପ୍ରଥମ ବର୍ଷ ଓ ଦ୍ୱିତୀୟ ବର୍ଷ ଅଫଲାଇନ୍‌ ପରୀକ୍ଷା ବାତିଲ୍‌। ସମସ୍ତ ପରୀକ୍ଷା ଓ ପ୍ରାକ୍‌ଟିକାଲ୍‌ ଅନଲାଇନ୍‌ ମାଧ୍ୟମରେ ହେବ ବୋଲି ସୂଚନା ଦେଇଛନ୍ତି ଭୀମସାର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଜୟଶ୍ରୀ ଦୋରା।…