Below header
Browsing Tag

medical bond policy

ପରିବର୍ତ୍ତନ ହେଲା ମେଡିକାଲ ବଣ୍ଡ ପଲିସି ନିୟମ, ଏମବିବିଏସ୍ ପରେ ପିଜି କଲେ ରାଜ୍ୟ ସରକାରଙ୍କ ଅଧିନରେ ୨ ବର୍ଷ କରିବେ…

ଭୁବନେଶ୍ବର (କେନ୍ୟୁଜ୍) : ବଦଳିଲା ମେଡିକାଲ ବଣ୍ଡ ପଲିସି ନିୟମ । ଏଣିକି ସରକାରୀ ମେଡିକାଲ କଲେଜରେ ଯେଉଁମାନେ ଏମବିବିଏସ୍‌  ପରେ ପିଜି କିମ୍ବା ସୁପର ସ୍ପେଶାଲିଟି କୋର୍ସ କରିବେ ସେମାନେ ରାଜ୍ୟ ସରକାରଙ୍କ ଅଧିନରେ ୨ ବର୍ଷ କାମ କରିବାକୁ ବାଧ୍ୟ । ଯଦି ନକରନ୍ତି, ପିଜି ପାଇଁ ଦେଢ କୋଟି,…