Below header
Browsing Tag

medicine found under bridge

ନୟାଗଡ଼ ଗୋଛାବାଲି ବ୍ରିଜ୍‌ ତଳେ ପୁଳା ପୁଳା ମେଡିସିନ୍‌

ନୟାଗଡ଼(କେନ୍ୟୁଜ୍) : ପୋଲ ତଳେ ପୁଳା ପୁଳା ମେଡିସିନ୍‌ । ନୟାଗଡ଼ ଗୋଛାବାଲି ବ୍ରିଜ୍‌ ତଳୁ ମେଡିସିନ୍‌ ମିଳିଛି । ବିପୁଳ ପରିମାଣର ମେଡିସିନ୍‌ ପୋଲ ତଳେ ଖତ ଖାଉଛି । ତେବେ କିଏ ଓ କାହିଁକି ଏତେ ମେଡସିନ୍‌ ପକାଇଛି, ତାହା ଜଣାପଡ଼ିନାହିଁ । ଏନେଇ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ…