Below header

ନୟାଗଡ଼ ଗୋଛାବାଲି ବ୍ରିଜ୍‌ ତଳେ ପୁଳା ପୁଳା ମେଡିସିନ୍‌

ନୟାଗଡ଼(କେନ୍ୟୁଜ୍) : ପୋଲ ତଳେ ପୁଳା ପୁଳା ମେଡିସିନ୍‌ । ନୟାଗଡ଼ ଗୋଛାବାଲି ବ୍ରିଜ୍‌ ତଳୁ ମେଡିସିନ୍‌ ମିଳିଛି । ବିପୁଳ ପରିମାଣର ମେଡିସିନ୍‌ ପୋଲ ତଳେ ଖତ ଖାଉଛି । ତେବେ କିଏ ଓ କାହିଁକି ଏତେ ମେଡସିନ୍‌ ପକାଇଛି, ତାହା ଜଣାପଡ଼ିନାହିଁ । ଏନେଇ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲା । ଘଟଣାର ତଦନ୍ତ କରାଯାଉଛି । ତଦନ୍ତ ପରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.