Browsing Tag

meer foundation

୧୨୦ ଏସିଡ ଆଟାକ ପୀଡିତାଙ୍କ ପାଇଁ ଆଗେଇ ଆସିଲେ ଶାହରୁଖ ଖାନ

ବଲିଉଡର କିଙ୍ଗ ଖାନ ଶାହରୁଖ ଜଣେ ଅଭିନେତା ହେବା ସହିତ ଜଣେ ବହୁତ ଭଲ ମଣିଷ ମଧ୍ୟ ଅଟନ୍ତି । ଶାହରୁଖ ଖାଁ ନିଜ ମିର ଫାଉଣ୍ଡେସନ ସହିତ ମିଶି ସବୁବେଳେ ସମାଜର ମଙ୍ଗଳ ପାଇଁ ଆଗକୁ ଆସିଥାନ୍ତି । ତାଙ୍କର ଫାଉଣ୍ଡେସନ ୧୨୦ ଏସିଡ ଆଟାକ ପୀଡିତାଙ୍କ ଉପଚାର କରୁଛି । ଏହାସହ ପଢନ୍ତୁ ଏହି ପିଲାର…