Browsing Tag

men’s hockey

୪୯ ବର୍ଷ ପରେ ସେମିଫାଇନାଲ ଖେଳୁଛି ଭାରତୀୟ ପୁରୁଷ ହକି ଟିମ୍‌, ବିଶ୍ୱ ଚାମ୍ପିଅନ୍‌ ବେଲଜିୟମ୍‌ ସହ ମୁହାଁମୁହିଁ

ଟୋକିଓ: ଆଜି ଅଲିମ୍ପିକ୍ସରେ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଦିନ । ଭାରତ-ବେଲଜିୟମ ମଧ୍ୟରେ ଚାଲିଛି ସେମିଫାଇନାଲ । ୪୯ ବର୍ଷ ପରେ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ଭାରତ । ଏହାକୁ ଦେଖିବାକୁ ଭାରତୀୟ ସମର୍ଥକମାନେ ଅପେକ୍ଷା କରି ବସିଥିଲେ । ବିଶ୍ୱ ଚାମ୍ପିଅନ୍‌ ବେଲଜିୟମ୍‌ ସହ…

ଟୋକିଓ ଅଲିମ୍ପିକ୍ସ: ଭାରତର ଦମଦାର ତୃତୀୟ ବିଜୟ, ଆର୍ଜେଣ୍ଟିନାକୁ ୩-୧ ଗୋଲରେ ହରାଇଲା ଭାରତୀୟ ପୁରୁଷ ହକି ଟିମ୍

ଟୋକିଓ: ଟୋକିଓ ଅଲିମ୍ପିକ୍‌ସରେ ଭାରତୀୟ ପୁରୁଷ ହକି ଟିମର ଦମଦାର ତୃତୀୟ ବିଜୟ। ଆର୍ଜେଣ୍ଟିନାକୁ ୩-୧ ଗୋଲରେ ହରାଇଲା ଭାରତ। ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲ୍‌ରେ ପରାସ୍ତ କରିଥିଲା। ତେବେ ଦ୍ୱିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆଠାରୁ ଶୋଚନୀୟ ଭାବେ ହାରିଯାଇଥିଲା। ତୃତୀୟ…

ଟୋକିଓ ଅଲିମ୍ପିକ୍: ସ୍ପେନକୁ ୩-୦ରେ ହରାଇଲା ଭାରତ

ଟୋକିଓ : ଆଜି ହେଉଛି ଟୋକିଓ ଅଲିମ୍ପିକର ୫ମ ଦିବସ । ଆଜି ଦିବସର ଆରମ୍ଭ ଭାରତ ପାଇଁ ନିରାଶାରୁ ଆରମ୍ଭ ହୋଇଥିଲେ ହେଁ ପୁରୁଷ ହକି ଦଳ ଶୁଭଖବର ଆଣିଛି । ଭାରତ ଆଜି ସ୍ପେନକୁ ୩-୦ରେ ପରାସ୍ତ କରିଥିବା ଜଣାପଡ଼ିଛି । ଏହାଫଳରେ ଭାରତ ୩ଟି ମ୍ୟାଚରୁ ୨ଟିରେ ବିଜୟ କରିବାରେ ସକ୍ଷମ ହୋଇଛି । ଦଳ…

ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍‌ର ଦମ୍‌ଦାର ବିଜୟ, ୩-୨ରେ ନ୍ୟୁଜିଲାଣ୍ଡକୁ ହରାଇଲା ଟିମ୍‌

କେନ୍ଯୁଜ୍: ଟୋକିଓ ଅଲିମ୍ପିକ୍ସର ଦ୍ୱିତୀୟ ଦିନରେ ଭାରତ ପାଇଁ ଭଲ ଖବର । ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତୀୟ ପୁରୁଷ ହକି ଦଳ । ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ହରାଇଛି ଭାରତ । ଦଳ ପକ୍ଷରୁ ହରମନପ୍ରୀତ ସିଂ ଦୁଇଟି ଗୋଲ ଦେଇଛନ୍ତି । ଖେଳ ଆରମ୍ଭରୁ ଭାରତୀୟ ଖେଳାଳି ମାନେ…