Below header
Browsing Tag

merchant

ରାସ୍ତା ଉପରେ ବ୍ୟବସାୟୀଙ୍କୁ ଗୁଳିମାଡ଼, ଲୁଟେରାକୁ କାବୁ କରି ନିସ୍ତୁକ ପିଟିଲେ ସ୍ଥାନୀୟ ଲୋକେ

ମୟୂରଭଞ୍ଜ (କେନ୍ୟୁଜ): ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଞ୍ଚଳରେ ବ୍ୟବସାୟୀଙ୍କୁ ଗୁଳିମାଡ଼ । ଜାତୀୟ ରାଜପଥ ଉପରେ ଲୁଟେରାଙ୍କ ଗୁଳି ମାଡ଼ରେ ବ୍ୟବସାୟୀ ଗୌରବ କୁମାର ଦାସଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ବହଳଦା ବାଇପାସ ୨୨୦ ନଂ ଜାତୀୟ…

ସମ୍ବଲପୁର: ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କୁ ଅପହରଣ କଲେ ଦୁର୍ବୃତ୍ତ

ସମ୍ବଲପୁର(କେନ୍ୟୁଜ୍):  ବ୍ୟବସାୟୀଙ୍କୁ ଅପହରଣ । ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ବାଇପାସ୍‌ ନିକଟରୁ ବ୍ୟବସାୟୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ବ୍ୟବସାୟୀ ଜଣକ ହେଉଛନ୍ତି ନରେଶ ଅଗ୍ରଓ୍ଵାଲ । ଆଜି ଜମିରେ କାମ ଦେଖିବାକୁ ଯାଇଥିବାବେଳେ କିଛି ଯୁବକ ସେହି ସ୍ଥାନରେ…

ଚାନ୍ଦବାଲି ବଣିକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୧ ହଜାର ଟଙ୍କା ପ୍ରଦାନ

ଚାନ୍ଦବାଲି(କେନ୍ୟୁଜ): ମହାମାରି କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୧ହଜାର ଟଙ୍କା ପ୍ରଦାନ କରିଛନ୍ତି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବଣିକ ସଂଘ ।ସଂଘର ସଭାପତି ରଘୁନାଥ ସାହୁ ଚାନ୍ଦବାଲି ତହସିଲଦାର ମାଧ୍ୟମରେ ୫୧ ହଜାର ଟଙ୍କାର ଚେକ ପ୍ରଦାନ କରିଛନ୍ତି । ଏହି ଟଙ୍କା…