ଚାନ୍ଦବାଲି ବଣିକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୧ ହଜାର ଟଙ୍କା ପ୍ରଦାନ

ଚାନ୍ଦବାଲି(କେନ୍ୟୁଜ): ମହାମାରି କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୧ହଜାର ଟଙ୍କା ପ୍ରଦାନ କରିଛନ୍ତି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବଣିକ ସଂଘ ।ସଂଘର ସଭାପତି ରଘୁନାଥ ସାହୁ ଚାନ୍ଦବାଲି ତହସିଲଦାର ମାଧ୍ୟମରେ ୫୧ ହଜାର ଟଙ୍କାର ଚେକ ପ୍ରଦାନ କରିଛନ୍ତି । ଏହି ଟଙ୍କା କରୋନା ଆକ୍ରାନ୍ତ ଚିକିତ୍ସାରେ ଖର୍ଚ୍ଚ ହେବ ତେଣୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଟଙ୍କା ପ୍ରଦାନ କରି ସେ ଖୁସି ଅନୁଭବ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.