Browsing Tag

Metro

ଯୋଗୀ କ୍ୟାବିନେଟର ବଡ ନିଷ୍ପତ୍ତି, ନୋଏଡା ମେଟ୍ରୋକୁ ବୋଡାକି ପର୍ଯ୍ୟନ୍ତ ବିସ୍ତାର ପାଇଁ ମିଳିଲା ଅନୁମୋଦନ

ନୋଏଡା ମେଟ୍ରୋର ‘ଆକ୍ୱା ଲାଇନ’ କରିଡରର ସୁବିଧା ବର୍ତ୍ତମାନ ଡିପୋ ଷ୍ଟେସନରୁ ବୋଡାକି ପର୍ଯ୍ୟନ୍ତ ବିସ୍ତାର ହେବ । ଯୋଗୀ କ୍ୟାବିନେଟ୍ ଏଥିପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିଆରପି) କୁ ଅନୁମୋଦନ କରିଛନ୍ତି । ଅଧିକାରୀମାନେ ବୁଧବାର ଏହି ସୂଚନା ଦେଇଛନ୍ତି । ଏହା ବ୍ୟତୀତ ନୋଏଡା ନିକଟରେ…

ଏଥର ପାଣି ଭିତରେ ବି ମିଳିବ ବଢିଆ ନେଟଓ୍ଵାର୍କ, ଅଣ୍ଡର ଓ୍ଵାଟର ମେଟ୍ରୋ ଟ୍ରେନ୍ ପାଇଁ ଏୟାରଟେଲ୍ ଆଣିଲା 5G ସୁବିଧା

ଲୋକମାନଙ୍କ ସୁବିଧା ପାଇଁ ବର୍ତ୍ତମାନ ବିଭିନ୍ନ ପ୍ରକାରର ନୂଆ ନୂଆ ଟେକ୍ନୋଲୋଜି ଦେଖିବାକୁ ମିଳୁଛି । ଆପଣମାନେ ଶୁଣିଲେ ଖୁସି ହୋଇଯିବେ ଯେ ଏବେ ଟେକ୍ନୋଲୋଜି ମେଟ୍ରୋ ଟ୍ରେନରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି । ଆପଣମାନେ ତ ଜାଣିଥିବେ ଯେ ଦେଶରେ ଟ୍ରାଫିକ୍‌କୁ ନେଇ ବର୍ତ୍ତମାନ ବହୁତ…

ମେଟ୍ରୋ ଯାତ୍ରୀଙ୍କର ମଧ୍ୟ ହୋଇଥାଏ ଇନ୍‌ସୁରାନ୍ସ ପଲିସି, ଜାଣନ୍ତୁ କେମିତି ପାଇବେ ଏହି ସୁବିଧା

ମେଟ୍ରୋ ସହରଗୁଡିକ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ । ଆପଣ ତାର ବିଶେଷତା ମଧ୍ୟ ନିଶ୍ଚୟ ଭାବେ ଦେଖିଥିବେ । ଯଦି ଆପଣ ମେଟ୍ରୋ ସହରରେ ରହୁଛନ୍ତି, ତାହେଲେ ଏହି ଖବର ଅପାଣଙ୍କ ପାଇଁ ବହୁତ ଉପଯୋଗି ହେବ । କିନ୍ତୁ ଆପଣ ଜାଣନ୍ତି କି ଆପଣ ଯେଉଁ ମେଟ୍ରୋରେ ଯାତ୍ରା କରୁଛନ୍ତି ତାହା ମଧ୍ୟ ଆପଣଙ୍କୁ…

ମେଟ୍ରୋ ଟ୍ରେନ ପାଇଁ ସର୍ଭେ ସରିଛି, ଜୁନ୍‌ରେ ଭିତ୍ତିପ୍ରସ୍ତର ପକାଇପାରନ୍ତି ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ଜୁନ୍‌ରେ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ଭିତ୍ତିପ୍ରସ୍ତର ପକାଇପାରନ୍ତି ମୁଖ୍ୟମନ୍ତ୍ରୀ। ମେଟ୍ରୋ ଟ୍ରେନ ଚଳାଚଳ ନେଇ ନଗର ଉନ୍ନୟନ ବିଭାଗ ସଚିବଙ୍କ ସୂଚନା । ମେଟ୍ରୋ ଟ୍ରେନ ପାଇଁ ସର୍ଭେ ସରିଛି । ଦିଲ୍ଲୀ ମେଟ୍ରୋ ରେଳ ନିଗମ ଏହାର ଡିପିଆର ପ୍ରସ୍ତୁତ କରୁଛି । ଏହା…

ଆସନ୍ତାକାଲିଠୁ କେରଳରେ ଚାଲିବ ଓ୍ଵାଟର ମେଟ୍ରୋ, ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ

କେନ୍ୟୁଜ୍‌(ବ୍ୟୁରୋ): ପାଣିରେ ଚାଲିବ ମେଟ୍ରୋ । ଏବେ ଧାରଣା ବଦଳରେ ପାଣିରେ ଦୌଡ଼ିବ ମେଟ୍ରୋ । ଦେଶରେ ପ୍ରଥମ ଥର ପାଇଁ ଓ୍ଵାଟର ମେଟ୍ରୋର ଶୁଭାରମ୍ଭ ହେବାକୁ ଯାଉଛି । କେରଳରେ ଏହି ମେଟ୍ରୋ ସେବାର ଶୁଭାରମ୍ଭ ହେବ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଚୀରେ ସବୁଜ ପତାକା ଦେଖାଇ…