ଗୋଟିଏ ଦିନରେ ଦୁଇ ବିଧାୟକଙ୍କୁ ହତ୍ୟା ଧମକ: ଫୋନ୍ କରି ଟଙ୍କା ମାଗିଲେ ଦୁର୍ବୃତ୍ତ
ବାଲୋଶ୍ବର,ଅନୁଗୁଳ(କେନ୍ୟୁଜ୍): ବିଧାୟକଙ୍କୁ ହତ୍ୟା ଧମକ । ଗୋଟିଏ ଦିନରେ ଦୁଇ ବିଧାୟକଙ୍କୁ ଆସିଛି ଧମକ୍ । ସମାନ ଢଙ୍ଗରେ ଦୁର୍ବତ୍ତମାନେ କଲ୍ କରି ଟଙ୍କା ମାଗିବା ସହ ହତ୍ୟା କରିବାକୁ ଧମକ ଦେଇଛନ୍ତି । ପ୍ରଥମେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ଦୁର୍ବୃତ୍ତମାନେ ଫୋନ୍ କରି…