ସାରା ଦୁନିଆରୁ ନିଜର ସମସ୍ତ ଫିଜିକାଲ ଷ୍ଟୋର ବନ୍ଦ କରିବ ମାଇକ୍ରୋସଫ୍ଟ, ଜାଣନ୍ତୁ କାହିଁକି
ମାଇକ୍ରୋସଫ୍ଟ ଘୋଷଣା କରିଛି ଯେ ସାରା ବିଶ୍ୱରେ ଥିବା ତାର 83 ଟି ଫିଜିକାଲ ଷ୍ଟୋର୍ ବନ୍ଦ କରିବାକୁ ଯାଉଛି । ଯଦିଓ ସେ ତାଙ୍କ ଅନଲାଇନ୍ ଷ୍ଟୋର୍ରେ ପୁଞ୍ଜି ବିନିଯୋଗ ଜାରି ରଖିବେ । କମ୍ପାନୀ ଏକ ବିବୃତ୍ତି ଜାରି କରି କହିଛି ଯେ ବର୍ତ୍ତମାନ ଏହାର ଧ୍ୟାନ ଅନଲାଇନ୍ ଷ୍ଟୋର୍ ଉପରେ ରହିବ ।…