ନିଖୋଜ କାମ୍ବୋଡିଆ ସେନା ହେଲିକପ୍ଟରର ମିଳିଲା ଭଗ୍ନାବଶେଷ ଏବଂ ୨ ପାଇଲଟଙ୍କ ମୃତଦେହ
ଦୀର୍ଘ ୧୭ ଦିନ ପରେ ମିଳିଲା କମ୍ବୋଡିଆ ସେନା ହେଲିକପ୍ଟରର ଭଗ୍ନାବଶେଷ । କାମ୍ବୋଡିଆର ଏକ ପର୍ବତ ଶୀର୍ଷରେ ଏହାର ଭଗ୍ନାବଶେଷ ମିଳିଛି । ହେଲିକପ୍ଟରରେ ଦୁଇଜଣ ପାଇଲଟ ଥିଲେ । ସରକାର ଏବଂ ସମାଚାର ଏଜେନ୍ସୀ ପକ୍ଷରୁ ସୂଚନା ମିଳିଛି । ରକ୍ଷା ମନ୍ତ୍ରଣାଳୟ କହିବା ମୁତାବକ, ନିଖୋଜ ବିମାନ…