Browsing Tag

military helicopter crash

ଆଫଗାନିସ୍ତାନ: ବାୟୁସେନାର ଦୁଇ ହେଲିକ୍ଟପର ଦୁର୍ଘଟଣାଗ୍ରସ୍ତ, ୧୫ ମୃତ

ଆଫଗାନିସ୍ଥାନରେ ଭୟାନକ ବିମାନ ଦୁର୍ଘଟଣା। ଆଫଗାନିସ୍ତାନରେ ବାୟୁସେନାର ୨ଟି ହେଲିକପ୍ଟର ମଧ୍ୟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୧୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । At least 15 people were killed after two Afghan air…