ଆଫ୍ରିକୀୟ ଦେଶ ରଓ୍ଵାଣ୍ଡା; ଯେଉଁଠି ବାର୍ରେ ବସି ମଦ ନୁହେଁ, କ୍ଷୀର ପିଇ ଥାଆନ୍ତି ଲୋକେ! ପିଏମ୍ ମୋଦି ଦାନ ଦେଇ…
ଆଫ୍ରିକୀୟ ଦେଶ ରଓ୍ଵାଣ୍ଡାର ରାଜଧାନୀ କିଗାଲୀରେ ବାର୍ଗୁଡ଼ିକ ଖୋଲା ଅଛି। ଏଠାରେ ଲୋକଙ୍କର ନାହିଁ ନ ଥିବା ଭିଡ଼ ଜମୁଛି। କିନ୍ତୁ ଏଠି କହି ରଖୁଛୁ, ଏଠାରେ ବାର୍ରେ ମଦ ପରସା ଯାଇ ନ ଥାଏ, ବରଂ କ୍ଷୀର ଦିଆଯାଇଥାଏ। ଟ୍ୟାପ୍ରୁ ମଦ ଜାଗାରେ କ୍ଷୀର ବାହାରିଥାଏ। ଲୋକେ ନିଜ ପରିବାର, ସାଙ୍ଗସାଥୀ…