ଏହି ପ୍ରାଣୀ ଦେଇଥାଏ ଗୋଲାପି ରଙ୍ଗର କ୍ଷୀର, ଦେହରୁ ବାହାରେ ଲାଲ୍ ରଙ୍ଗର ଝାଳ! ଜାଣିଛନ୍ତି କି ଆପଣ?
ଦୁନିଆରେ ଏମିତି ଅନେକ ଜିନିଷ ଅଛି, ଯାହା ବିଷୟରେ ଶୁଣିଲେ ସହଜରେ ଆମକୁ ବିଶ୍ୱାସ ହୁଏନା। ଆଜି ଆମେ ଆପଣଙ୍କୁ ଏପରି ଏକ ପ୍ରାଣୀ ବିଷୟରେ କହିବାକୁ ଯାଉଛୁ, ଯାହାର କ୍ଷୀର ରଙ୍ଗ ଗୋଲାପି ହୋଇଥାଏ। ହଁ, ଜଳହସ୍ତୀର କ୍ଷୀର ରଙ୍ଗ ଗୋଲାପି। ଏହାର କ୍ଷୀରରେ ଦୁଇ ପ୍ରକାରର ଏସିଡ୍ ମିଳିଥାଏ, ଯାହାକୁ…