Browsing Tag

milk selling

ଆନ୍ଧ୍ରର ମାଗଣା କ୍ଷୀର ଓଡ଼ିଶାରେ ବିକ୍ରି, ଘଟଣାକୁ ନେଇ ଚାରିଆଡେ ଚର୍ଚ୍ଚା

କୋରାପୁଟ (କେନ୍ଯୁଜ୍): ଆନ୍ଧ୍ର ସରକାର ପକ୍ଷରୁ ପିଲାଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇବା ସକାଶେ ଅଙ୍ଗନୱାଡି କେନ୍ଦ୍ରଗୁଡିକୁ ମାଗଣାରେ କ୍ଷୀର ଯୋଗାଉଛି । ହେଲେ ଅଙ୍ଗନୱ୍ଵାଡି କେନ୍ଦ୍ରଗୁଡ଼ିକୁ ଯୋଗାଣ ହେଉଥିବା କ୍ଷୀର ଗୁଡିକ ଓଡ଼ିଶା ବଜାରରେ ବିକ୍ରି କରାଯାଉଛି । ଆନ୍ଧ୍ର- ଓଡ଼ିଶା ସୀମାନ୍ତ…