Below header
Browsing Tag

millet mission

ଓଡ଼ିଆ ମହିଳାଙ୍କୁ ସ୍ବାବାଲମ୍ବୀ କରୁଛି ଓଡ଼ିଶା ମିଲେଟ୍ସ ମିଶନ, ଦେଉଛି ସ୍ୱତନ୍ତ୍ର ପରିଚୟ

କେନ୍ୟୁଜ୍(ବ୍ୟୁରୋ):  ଦିନ ଥିଲା ମହିଳାମାନେ ଘରର ଚାରିକାନ୍ଥ ମଧ୍ୟରେ ରହି କେବଳ ଘର କାମରେ ନିୟୋଜିତ ଥିଲେ । ଧୀରେ ଧୀରେ ସମୟର ପରିବର୍ତ୍ତନ ସହ ସେମାନେ ଘରର ଚାରିକାନ୍ଥ ମଧ୍ୟରୁ ବାହାରି ପୁରୁଷଙ୍କ ସହ କାନ୍ଧରେ କାନ୍ଧ ମିଳାଇ ପ୍ରତ୍ୟେକ କାର୍ଯ୍ୟରେ ଯୋଗ ଦେବା ସହ ପ୍ରତିଟି କ୍ଷେତ୍ରରେ…

ଅଧିକ ସଚେତନତା ଆଣିବା ପାଇଁ ନିଆରା ପ୍ରୟାସ, ITC ହୋଟେଲ ମେନ୍ୟୁର ‘ମିଲେଟସ୍’

କେନ୍ୟୁଜ୍(ବ୍ୟୁରୋ): ମିଲେଟସକୁ ଆଜି କା ଦିନରେ ସମସ୍ତେ ଜଳଖିଆ, ମଧ୍ୟାହ୍ନ ଭୋଜନ, ଏବଂ ରାତ୍ରି ଭୋଜନ ରେ ଗ୍ରହଣ କରୁଛନ୍ତି। ଭୁଲିଯାଇଥିବା ଶସ୍ୟକୁ ଫେରାଇ ଆଣିବା ପାଇଁ ଆଇଟିସି ହୋଟେଲ ରୋଷେୟାମାନେ ସ୍ୱତନ୍ତ୍ର ଭାବରେ ଏକ ଭିନ୍ନ ମିଲେଟ-ଆଧାରିତ ମେନ୍ୟୁ ପ୍ରସ୍ତୁତ କରିଛନ୍ତି।  ଯେଉଁଥିରେ…

ଲୋକସେବା ଭବନ ପରିସରରେ ଆରମ୍ଭ ହେଲା ମିଲେଟ୍‌ ଶକ୍ତି କାଫେ, ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ

କେନ୍ୟୁଜ୍‌(ବ୍ୟୁରୋ) : ଲୋକସଭା ଭବନ ପରିସରରେ ମିଲେଟ୍‌ ଶକ୍ତି କାଫେ ଓ କୃଷି ସମୀକ୍ଷା କେନ୍ଦ୍ର ଉଦଘାଟିତ । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି । ଦେଶର ପ୍ରଥମ ରାଜ୍ୟଭାବେ ଓଡ଼ିଶାରେ ଏହିପରି ଏକ କୃଷି ସମୀକ୍ଷାକେନ୍ଦ୍ର ପ୍ରତିଷ୍ଠା…

ନଭେମ୍ବର ୧୦ରେ ପାଳନ ହେବ ମାଣ୍ଡିଆ ଦିବସ, ପ୍ରଚାର ପ୍ରସାର କରିବ ସୁନ୍ଦରୀ ‘ମିଲି’

ଭୁବନେଶ୍ବର(କେନ୍ୟୁଜ୍): ମିଲେଟସ ଓଡିଶା ମିଶନର ମାସ୍କଟ ହେଉଛି ସୁନ୍ଦରୀ ମିଲି । ଆଗକୁ ନଭେମ୍ବର ୧୦ ମାଣ୍ଡିଆ ଦିବସ ପାଳନ କରାଯିବ। ଏଥିରେ ମିଲି ମାଣ୍ଡିଆର ପ୍ରଚାର ପ୍ରସାର କରିବ। ଏହା ସହ ଜାନୁଆରୀରେ ହେବାକୁ ଥିବା ପୁରୁଷ ହକି ଓ୍ଵାଲ୍ଠ କପ୍‌ରେ ମିଲି ଉପସ୍ଥିତ ରହିବ। ଇଣ୍ଟରନ୍ୟାସନାଲ ଇୟର…