Browsing Tag

mining auction

ନିଲାମ ହେବ ଓଡ଼ିଶାର ୧୦ଟି ଲୁହାପଥର ମାଙ୍ଗାନିଜ୍‌ ଖଣି, ଜାରି ହେଲା ବିଜ୍ଞପ୍ତି

କେନ୍ୟୁଜ୍: ନିଲାମ ହେବ ଓଡ଼ିଶାର ୧୦ଟି ଲୁହାପଥର ମାଙ୍ଗାନିଜ୍‌ ଖଣି । ଏଥିପାଇଁ ଖଣି ବିଭାଗ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି । ଯେଉଁ ନନ୍‌ କେପ୍‌ଟିଭ୍‌ ଖଣିର ଆସନ୍ତା ମାର୍ଚ୍ଚ ୨୦୨୦ରେ ଲିଜ୍‌ ଅବଧି ସରିବ, ସେଗୁଡ଼ିକର ଅକ୍ସନ ପାଇଁ ନୋଟ୍‌ ହୋଇଛି । ଆସନ୍ତା ନଭେମ୍ବର ୧୫ ତାରିଖ ସୁଦ୍ଧା…