Browsing Tag

ministerial meeting

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ବର: ଆଜି ମନ୍ତ୍ରୀ ପରିଷଦ ବୈଠକ। ଅପରାହ୍ନ ୧୨ଟା ୪୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବୈଠକ ବସିବ। ଚଳିତ ଆର୍ଥିକ ବର୍ଷରେ ଆସିବାକୁ ଥିବା ଅତିରିକ୍ତ ବଜେଟର ରୂପରେଖ ନେଇ ଆଲୋଚନା ହେବ। ଆସନ୍ତା ୧୩ ତାରିଖରୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହେବ।…

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ସଚିବାଳୟରେ ବସୁଛି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ବର(କେନ୍ୟୁଜ୍): ଆଜି ବସୁଛି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ସଂଧ୍ୟା ୫ଟା ୪୫ରେ ଏହି ବୈଠକ ବସିବ। ଆସନ୍ତା ୨୮ ତାରିଖରେ ବିଧାନସଭାରେ ଉପସ୍ଥାପିତ ହେବ ଚଳିତ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌। ତା ପୂର୍ବରୁ ମନ୍ତ୍ରୀ…

ସରକାର ରଖିଲେ ୫ ବର୍ଷର ରିପୋର୍ଟ କାର୍ଡ, ଚାଷୀଙ୍କ ଉନ୍ନତି ପାଇଁ କାଳିଆ ଦେଖାଇଛି ବାଟ

ଭୁବନେଶ୍ବର : ସଚିବାଳୟରେ ରାଜ୍ୟ ମନ୍ତ୍ରୀ ପରିଷଦର ଶେଷ ବୈଠକ। ୨୦୧୪ ନିର୍ବାଚନ ଇସ୍ତାହାରରେ ସରକାର ଦେଇଥିବା ପ୍ରତିଶ୍ରୁତି କେତେ ପୂରଣ ହୋଇଛି। ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ। ନବୀନ କହିଛନ୍ତି, ସାଢ଼େ ୪ କୋଟି ଓଡ଼ିଶାବାସୀ ତାଙ୍କ ପରିବାର। ନିଜ ପରିବାରକୁ ଦେଇଥିବା ପ୍ରତିଶ୍ରୁତି ପୂରଣ…

କୃଷି ଓ କୃଷକଙ୍କ ସମସ୍ୟା ନେଇ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିସ୍ତରୀୟ ବୈଠକ

ଭୁବନେଶ୍ବର(କେନ୍ୟୁଜ୍ ) : କୃଷି ଓ କୃଷକଙ୍କ ସମସ୍ୟା ନେଇ ମନ୍ତ୍ରିସ୍ତରୀୟ ବୈଠକ । ରାଜ୍ୟ ସଚିବାଳୟରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିସ୍ତରୀୟ ବୈଠକ ହୋଇଛି । ବୈଠକ ପରେ ଅର୍ଥମନ୍ତ୍ରୀ କହିଛନ୍ତି, କୃଷକଙ୍କ ସମସ୍ୟା ନେଇ ଆସନ୍ତା ୭ ତାରିଖରେ ପୁଣି ମନ୍ତ୍ରିସ୍ତରୀୟ…