Below header
Browsing Tag

minor marriage

୧୬ ବର୍ଷର କନ୍ୟାକୁ ୫୨ ବର୍ଷର ବର, କରଜ ଶୁଝି ନପାରି ବାପା କରାଇଦେଲେ ବାହାଘର

ଭାଗଲପୁର : ବିବାହ ଏକ ଶାଶ୍ୱତ ପରମ୍ପରା । ବିବାହ ବେଳେ ବର-କନ୍ୟାଙ୍କ ସହ ଉଭୟ ପରିବାରର ସଦସ୍ୟ ସମସ୍ତଙ୍କ ମତ ନିଆଯାଇଥାଏ । ମାତ୍ର ବେଳେ ବେଳେ କିଛି ବିବାହ ବାଧ୍ୟ ବାଧକତାରେ ହୋଇଥାଏ ବା  କନ୍ୟାର ଇଚ୍ଛା ବିରୋଧରେ ହୋଇଥାଏ । ଏମିତି ଏକ ବିବାହ ଦେଖିବାକୁ ମିଳିଛି ଝାଡଖଣ୍ଡର ଭାଗଲପୁରରେ ।…

କଟକ ଜଗତପୁରରେ ବାଲ୍ୟ ବିବାହକୁ ରୋକିଲେ ଚାଇଲଡ୍‌ ଲାଇନ୍‌ ଓ ପୋଲିସ୍‌

କଟକ (କେ ନ୍ୟୁଜ୍‌) : ପୁଣି ଅଧାରୁ ବନ୍ଦ ହେଲା ବାଲ୍ୟ ବିବାହ । ଏଥର କିନ୍ତୁ ଘଟଣା ଘଟିଛି ଖୋଦ୍‌ କଟକ ସହରରେ । କଟକ ଜଗତପୁର ଅନ୍ତର୍ଗତ ଶିକାରୀପୁର କେନାଲ ରୋଡ଼ ପାଖରେ ଥିବା ଜଣେ ବ୍ୟକ୍ତିଙ୍କ ଘରେ ତୋଳା କନିଆଁ ବାଲ୍ୟ ବିବାହର ଆୟୋଜନ କରାଯାଇଥିଲା । ତୋଳାକନ୍ୟା ଅର୍ଥାତ୍‌ ଝିଅକୁ ପୁଅ ଘରେ…

କୋରାପୁଟ ଦଶମନ୍ତପୁରରେ ବାଲ୍ୟ ବିବାହକୁ ରୋକିଲା ପ୍ରଶାସନ, ବେଦୀରୁ ଉଦ୍ଧାର କଲା ନାବାଳିକାକୁ

କୋରାପୁଟ (କେ ନ୍ୟୁଜ୍‌) : ପ୍ରଶାସନର ବ୍ୟାପକ ସଚେତନତା ସତ୍ତ୍ୱେ ତଥାପି ଆଦିବାସୀ ବହୁଳ କୋରାପୁଟ ଅଞ୍ଚଳରେ ବାଲ୍ୟ ବିବାହ ପ୍ରଥା ଜାରି ରହିଛି । ଜିଲ୍ଲାର ଦଶମନ୍ତପୁର ବ୍ଲକରେ ଏକ ବାଲ୍ୟ ବିବାହ ଚାଲିଥିବାର ଖବର ପାଇ ଠିକଣା ସମୟରେ ପ୍ରଶାସନ ପହଞ୍ଚି ଏହାକୁ ବନ୍ଦ କରିଛି । ଦଶମନ୍ତପୁର ବ୍ଲକ…

୫୦ ହଜାର ଟଙ୍କା ପାଇଁ ୧୦ ବର୍ଷର ଝିଅକୁ ବୁଢା ବର ହାତରେ ଦେଇଦେଲା ବାପା, ଭିଡିଓ ଭାଇରାଲ ପରେ ପୋଲିସର…

ଗୁଜୁରାଟ: ବିବାହ ପାଇଁ ମଣିଷର ଏକ ବୟସ ତାରତମ୍ୟ ରହିଛି । ଯାହା ସମାଜ ଆଖିରେ ସୁନ୍ଦର ହୋଇଥାଏ। ବର ଓ କନ୍ୟାଙ୍କ ଭିତରେ ଯଦି ବୟସର ତାରତମ୍ୟ ରଖି ବିବାହ କାର୍ଯ୍ୟ ସମ୍ପନ୍ନ ହୁଏ ତେବେ ତାହା ଏକ ସୁସ୍ଥ ଦାମ୍ପତ୍ୟ ଜୀବନରେ ବେସ ସହାୟକ ହୋଇଥାଏ।  କିନ୍ତୁ ଯଦି ନାବାଳିକା କନ୍ୟା ସହ ଏକ ବାପ …