Browsing Tag

miscreant

ଘରେ କେହିନଥିବାର ସୁଯୋଗ ନେଇ ବୃଦ୍ଧଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ, ଗଣମାଧ୍ୟମ ପ୍ରତିନିଧି କଲେ ଉଦ୍ଧାର

ସୋର ମୁନିସିପାଲିଟ ଅଧିନସ୍ଥ ରାୟପୁର ଗ୍ରାମର ୬୨ ବର୍ଷିୟ ବିଜୟ କୁମାର ଦ୍ବିବେଦୀ ନାମକ ଜଣେ ବ୍ୟକ୍ତିଙ୍କ ଘରେ କେହି ନଥିବାର ସୁଯୋଗ ନେଇ ୮ ଜଣ ଯୁବକ ଆକ୍ରମଣ କରିଛନ୍ତି। ଆକ୍ରମଣକାରୀମାନେ ବିଭିନ୍ନ ମାରଣାସ୍ତ୍ର ସାହାଯ୍ୟରେ ବିଜୟଙ୍କୁ ପ୍ରହାର କରି ସେଠାରୁ ଫେରାର ହୋଇଯାଇଥିଲେ। ଯାହା ଫଳରେ…