Browsing Tag

miscreants arrested

କୁରକୁରେ-ବିସ୍କୁଟ-ଚିପ୍ସ ଚୋରି କରି ବନ୍ଧା ହେଲେ ୩ ଚୋର, ନିସ୍ତୁକ ଖାଇଲେ ମାଡ

ଅନୁଗୁଳ (କେନ୍ୟୁଜ) : ଦୋକାନରେ ଚୋରି କରୁଥିବା ବେଳେ ଧରାପଡିଲେ ଯୁବକ । ଚୋରି କରିବାକୁ ଆସି ଲୋକଙ୍କ ହାତରେ ଧରାପଡି ନିସ୍ତୁକ ମାଡ଼ ମଧ୍ୟ ଖାଇଲେ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଫୁଲଝରି ଗାଁରେ ଚୋରି କରିବାକୁ ଆସି ଛେଚା ଖାଇଲେ ୩ ଯୁବକ। ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ…