Browsing Tag

miscreants

ଗୋଡାଇ ଗୋଡାଇ ହାଣି ଟ୍ରେନଲଇନରେ ଫିଙ୍ଗିଲେ ଦୁର୍ବୃତ୍ତ, ଅଞ୍ଚଳରେ ଖେଳିଲା ଚାଞ୍ଚଲ୍ୟ

ବାଲେଶ୍ୱର: ସହଦେବ ଖୁଣ୍ଟା ଥାନା ସୋଭାରାମାପୁର ଗେଟ୍ ନିକଟରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ଦେଲେ ଦୁର୍ବୃତ୍ତ । ହାଣିବା ପରେ ରେଲ୍ ଲାଇନ୍ କଡ଼ରେ ଫିଙ୍ଗି ଦେଇଛନ୍ତି । ଯୁବକଙ୍କ ପିଠି ପାଖରେ ଗଭୀର ଆଘାତ ଲାଗିଛି । ଟ୍ରେନ ଲାଇନ କଡରେ ଯୁବକଙ୍କୁ ପଡ଼ିଥିବା ନେଇ ସ୍ଥାନୀୟ ଲୋକେ ପୋଲିସ କୁ…