ପାକିସ୍ତାନ କ୍ରିକେଟ୍ ଟିମ୍ର ନୂଆ କୋଚ୍ ମିସ୍ବା ଉଲ୍ ହକ୍, ମାସିକ ଦରମା କେତେ ଜାଣନ୍ତୁ
ପାକିସ୍ତାନର ସବୁଠୁ ସଫଳ ଅଧିନାୟକ ଏବେ ତାଙ୍କ କ୍ରିକେଟ୍ ଦଳର କୋଚ୍ ନିଯୁକ୍ତ ହୋଇଛନ୍ତି । ମିସବା ଉଲ୍ ହକ୍ ହେଉଛନ୍ତି ପାକ୍ କ୍ରିକେଟ୍ ଟିମ୍ର ନୂଆ କୋଚ୍ । ଦାୟିତ୍ୱ ନେବା ପରେ ବେଶ୍ ଉତ୍ସାହିତ ଅଛନ୍ତି ମିସବା । ହେଲେ ତାଙ୍କ ଆଗରେ ରହିଛି ଅନେକ ଚ୍ୟାଲେଞ୍ଜ । ସେ କହିଛନ୍ତି…