ଭଗବାନଙ୍କ କୃପା ନୁହେଁ ତ ଏ କଣ : ଦୀର୍ଘ ୧୧ ବର୍ଷ ପରେ ନିଜ ମାଟିକୁ ଫେରିଲେ ଭଗବତୀ
କଟକ(କେନ୍ୟୁଜ୍): ଖୋଜି ଖୋଜି ଆଖିରୁ ଲୁହ ଶୁଖି ଆସିଥିଲା । ପରିବାର ଲୋକଙ୍କ ମନ କହୁଥିଲା ଆଉ ସେ ଫେରିବେ ନାହିଁ । ବର୍ଷେ କି ଦୁଇ ବର୍ଷ ନୁହେଁ ଆଜ୍ଞା, ଦୀର୍ଘ ୧୧ ବର୍ଷ ତଳେ ଘରୁ କୁଆଡେ ପଳେଇ ଯାଇଥିଲେ । ହେଲେ ଭଗବାନଙ୍କ କ୍ରୁପାରୁ ୧୧ ବର୍ଷ ପରେ ନିଜ ମା ଓ ମାଟିକୁ ଫେରିଛନ୍ତି । ପରିବାର…