Below header
Browsing Tag

MLA Prakash Behera

ବିଜେପି ଛାଡ଼ିଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା, ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା

କଟକ (କେନ୍ୟୁଜ): ବିଜେପି ଛାଡ଼ିଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା । ବିଜେପିରୁ ଇସ୍ତଫା ଦେଲେ ପ୍ରକାଶ ବେହେରା ।  କଟକ ଜିଲ୍ଲା ବିଜେପି ସଭାପତି ଥିଲେ ପ୍ରକାଶ ବେହେରା । ବିଜେପି ରାଜ୍ୟ ସଭାପତିଙ୍କୁ ନିକଟକୁ ସେ ଇସ୍ତଫାପତ୍ର ପଠାଇଛନ୍ତି ।  ସାଲେପୁର ଆସନରୁ ଥରେ ବିଧାୟକ ହୋଇଥିଲେ…