ବିଦ୍ୟୁତସେବା କେମିତି ମିଳୁଛି ସିଧା ଫିଡ୍ ବ୍ୟାକ ନେବେ ମନ୍ତ୍ରୀ ଓ ଅଧିକାରୀ,ଏଥିପାଇଁ ମୋ ବିଦ୍ୟୁତ୍ ଆପର ଉଦଘାଟନ…
କେନ୍ୟୁଜ୍(ବ୍ୟୁରୋ): ବିଦ୍ୟୁତ ସେବା ଉପରେ ଏଣିକି ମୋ ସରକାରର ଆଖି। ଆପଣଙ୍କ ଅସୁବିଧା କଣ। ବିଦ୍ୟୁତସେବା କେମିତି ମିଳୁଛି ଏସବୁର ସିଧା ଫିଡ୍ ବ୍ୟାକ ନେବେ ମନ୍ତ୍ରୀ ଓ ଅଧିକାରୀ। ବିଦ୍ୟୁତ ସେବା ମୋ ସରକାରର ଅଧିନରେ ଆସିବା ନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
ଫାଇଭ ଟି…