Below header
Browsing Tag

mo school

ଉତ୍କର୍ଷତା ପ୍ରମାଣ ଏବଂ ଯୋଗ୍ୟତା ଲାଭ ପାଇଁ ୟୁନିଟ-୧ ସ୍କୁଲ ପୁରାତନ ଛାତ୍ର ସଂଘର ବୈଠକ, ଉନ୍ନତି ମୂଳକ କାର୍ଯକ୍ରମ…

କେନ୍ୟୁଜ୍(ବ୍ୟୁରୋ): ଓଡିଶା ସରକାରଙ୍କ ମୋ ସ୍କୁଲ ଅଭିଯାନର ଅଂଶ ବିଶେଷ ସ୍ଵରୂପ,ସରକାରଙ୍କ ନିର୍ଦ୍ଦେଶ ମୁତାବକ ଆଜି ଭୁବନେଶ୍ଵର ଏକ ନମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟରେ ପୁରାତନ ଛାତ୍ର ସଂଘର ଉତ୍କର୍ଷତା ପ୍ରମାଣ ଏବଂ ଯୋଗ୍ୟତା ଲାଭ ପାଇଁ ସଂଘର ବୈଠକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିଲା। …

ମୋ ସ୍କୁଲ ଅଭିଯାନରେ ୯୫ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ, ୨୩ ଜିଲ୍ଲାର ପ୍ରକଳ୍ପକୁ ଅନୁମୋଦନ ମିଳିଛି

କେନ୍ୟୁଜ୍(ବ୍ୟୁରୋ): ମୋ ସ୍କୁଲ ଅଭିଯାନରେ ୯୫ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ । କରୋନା କାଳରେ ମୋଟ୍‌ ୨୩ ଜିଲ୍ଲାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ମାସେ ଭିତରେ ମୋ ସ୍କୁଲ ଅଭିଯାନରେ ଯୋଡ଼ି ହୋଇଛନ୍ତି ୨୩ ହଜାରରୁ ଅଧିକ ପୁରାତନ ଛାତ୍ରଛାତ୍ରୀ । ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ…

୩୬ ହଜାରରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ମୋ ସ୍କୁଲ୍‌ ଅଭିଯାନ ପାଇଁ ୫ କୋଟି ୨୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି

କେନ୍ୟୁଜ୍(ବ୍ୟୁରୋ):  ମୋ ସ୍କୁଲ ଅଭିଯାନର ୨୪ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ। ଏଥିରେ ୨୪ଟି ଜିଲ୍ଲାର ସ୍କୁଲ ପାଇଁ ୧୨୧ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଗତ ମାସକ ମଧ୍ୟରେ ୩୬ ହଜାରରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ମୋ ସ୍କୁଲ୍‌ ଅଭିଯାନ ସହ ଯୋଡ଼ି ହୋଇଛନ୍ତି।…

ଲୋକସେବା ଭବନରେ ମୋ ସ୍କୁଲ ମୋବାଇଲ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍):   ମୋ ସ୍କୁଲ ମୋବାଇଲ ଆପ୍‌ ଉନ୍ମୋଚିତ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ସ୍କଲ ଆପର ଉନ୍ମୋଚନ କରିଛନ୍ତି । ମୋ ସ୍କୁଲ କାର୍ଯ୍ୟକ୍ରମର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଏହି ଆପ୍‌, କଫି ଟେବଲ ବୁକ୍‌ ଓ ନ୍ୟୁଜ୍‌ ଲେଟର ଲୋକାର୍ପିତ ହୋଇଛି ।…

ମୋ ସ୍କୁଲ ଅଧ୍ୟକ୍ଷ ଯାଜପୁର ଆସିଲେ, ସ୍କୁଲ ବୁଲି ଅଭାବ ଅସୁବିଧା ବୁଝିଲେ

ଯାଜପୁର ଟାଉନ (କେନ୍ୟୁଜ୍‌) : ଯାଜପୁର ଗସ୍ତରେ ମୋ ସ୍କୁଲ ଅଧ୍ୟକ୍ଷ ସୁସ୍ମିତା ବାଗଚି । ସେ ଆଜି ଯାଜପୁର ଜିଲ୍ଲାର ରାମବାଗ ହାଇସ୍କୁଲ ଏବଂ ଜିଲା ସ୍କୁଲ ପରିଦର୍ଶନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ । ସ୍କୁଲରେ ରହିଥିବା ବିଭିନ୍ନ ଅଭାବ ଅସୁବିଧା ଓ ଗୁଣାତ୍ମକ ଶିକ୍ଷାର…