Browsing Tag

mob lynching

ତିନି ଜଣ ଅପହରଣକାରୀଙ୍କୁ ପିଟି ପିଟି ମାରିଦେଲେ

ବେଗୁସରାଇ : ସ୍କୁଲରେ ପଶି ଜଣେ ଛାତ୍ରୀକୁ ଅପହରଣ କରୁଥିବା ତିନି ଜଣ ଦୁର୍ବୃତ୍ତଙ୍କୁ ଗାଁ ଲୋକେ ପିଟି ପିଟି ମାରିଦେଲେ । ଏଇ ଘଟଣା  ଘଟିଛି ବିହାରର ବେଗୁସରାଇ ଅନ୍ତର୍ଗତ ନାରାୟଣ ପିପର ଠାରେ । ସଶସ୍ତ୍ର ଅପହରଣକାରୀମାନେ ସ୍କୁଲ ଭିତରେ ପଶି ଛାତ୍ରୀ ଜଣକୁ ଧରି ବାହାରି ଆସିଥିଲେ । ହେଲେ…

ମବ୍ ଲିଞ୍ଚିଂ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟର ଆଡଭାଇଜରି : ପିଲା ଚୋରି, ଗୋହତ୍ୟା ସନ୍ଦେହରେ ହିଂସାକାଣ୍ଡ କଲେ ଦୃଢ଼…

ନୂଆଦିଲ୍ଲୀ: ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା ହିସାଂକାଣ୍ଡ ବା ଭିଡ଼ହିଂସା ବା ମବ୍‌ ଲିଞ୍ଚିଙ୍ଗ୍‌ ନେଇ ଲୋକସଭାରେ ହଙ୍ଗାମା । କେନ୍ଦ୍ର ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ କମିଟିକୁ ନେଇ ସଂସଦରେ ବିରୋଧୀ ହୋହଲ୍ଲା କରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖର୍ଗେ ରାଜସ୍ଥାନ ଅଲୱାର…

ମବ୍ ଲିଞ୍ଚିଙ୍ଗ୍ ଚିନ୍ତା, ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାର ଗଠନ କଲେ ଦୁଇଟି କମିଟି

ନୂଆଦିଲ୍ଲୀ: ମବ୍ ଲିଞ୍ଚିଙ୍ଗ୍ ରୋକିବାକୁ କଣ କରାଯିବା ଉଚିତ। ସ୍ୱତନ୍ତ୍ର ଆଇନର ଆବଶ୍ୟକତା ରହିଛି କି? ଏସବୁର ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାର ଗଠନ କରିଛନ୍ତି ଦୁଇଟି କମିଟି। କେନ୍ଦ୍ର ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ଏକ ୪ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହାସହ କେନ୍ଦ୍ର…