ଆସନ୍ତା ଡିସେମ୍ବରରୁ ମହଙ୍ଗା ହେବ ମୋବାଇଲ୍ ସେବା
ଆସନ୍ତା ମାସରୁ ମହଙ୍ଗା ହେବ ମୋବାଇଲ ସେବା । ଏୟାରଟେଲ, ଭୋଡାଫୋନ୍ ଓ ଆଇଡିଆଇ ସେମାନଙ୍କ ଟାରିଫ୍ ବୃଦ୍ଧି କରୁଛନ୍ତି । ଉଭୟ ପ୍ରିପେଡ ଓ ପୋଷ୍ଟପେଡ ସେବାରେ ଟାରିଫ ବୃଦ୍ଧି ପାଇବ । ୫ରୁ ୧୦ ପ୍ରତିଶତ ବଢିବା ନେଇ ଆଶା କରାଯାଉଛି । କ୍ଷତି ଭରଣା କରିବାକୁ ଦର ବୃଦ୍ଧି ପାଇଁ ଏହି ତିନି…