Browsing Tag

modi bidden meet

ଯୁଦ୍ଧ ଚାଲିଥିବା ବେଳେ ମୋଦି-ବାଇଡେନଙ୍କ ଭର୍ଚୁଆଲ ମିଟ୍‌, ଏକାଧିକ ପ୍ରସଙ୍ଗରେ ଆଲୋଚନା କରିବେ ଦୁଇ ନେତା

କେନ୍ୟୁଜ୍(ବ୍ୟୁରୋ): ଯୁଦ୍ଧ ଚାଲିଥିବା ବେଳେ କଥାବର୍ତ୍ତା ହେବେ ମୋଦି-ବାଇଡେନ୍‌ । ଆଉ କିଛି ସମୟ ପରେ ଭର୍ଚ୍ଚୁଆଲ ମିଟ୍‌ । ଭାରତୀୟ ସମୟ ରାତି ସାଢ଼େ ୮ଟାରେ ଆଲୋଚନା। ରୁଷ୍‌ ୟୁକ୍ରେନ୍‌ ଯୁଦ୍ଧ ବେଳେ ଏହି ଆଲୋଚନା ବେଶ ଗୁରୁତ୍ୱ ରଖୁଛି । ଯୁଦ୍ଧ ଆରମ୍ଭ ହେବା ପରେ ଏହା ପ୍ରଥମ…