Below header
Browsing Tag

Modi’s new team

ମୋଦିଙ୍କ ନୂଆ ଟିମ୍‌: ୬ ଡାକ୍ତର, ୫ ଇଞ୍ଜିନିୟର, ୭ ପ୍ରଶାସନିକ ଅଧିକାରୀ ହେଲେ କେନ୍ଦ୍ର ମନ୍ତ୍ରୀ

ମୋଦିଙ୍କ ନୂଆ ଟିମ୍‌ । ସେକେଣ୍ଡ ଇନିଂସର ପ୍ରଥମ ସମ୍ପ୍ରସାରଣ। ଶପଥ ନେଲେ ୪୩ ମନ୍ତ୍ରୀ । ଶପଥ ନେଇଥିବା ମନ୍ତ୍ରୀଙ୍କ ମଧ୍ୟରୁ ୭ ଜଣଙ୍କ ପଦୋନ୍ନତି ହୋଇଛି। ପୂର୍ବରୁ ୭ ଜଣ ରାଷ୍ଟ୍ରମନ୍ତ୍ରୀ କିମ୍ବା ସ୍ୱାଧୀନ ଦାୟିତ୍ୱରେ ଥିବା ରାଷ୍ଟ୍ରମନ୍ତ୍ରୀ ଥିଲେ। ଏବେ ଯେଉଁମାନେ ପଦୋନ୍ନତି ପାଇ ଶପଥ…