Below header
Browsing Tag

mohammed shami wife

ମହମ୍ମଦ ଶାମିଙ୍କୁ ବଡ଼ ଆଶ୍ୱସ୍ତି, ପତ୍ନୀଙ୍କୁ ନିର୍ଯାତନା ଦେବା ମାମଲାରେ କୋର୍ଟରୁ ମିଳିଲା ଜାମିନ୍‌

ଭାରତୀୟ କ୍ରିକେଟ୍ ଦଳର ଦ୍ରୁତ ବୋଲର୍‌ ମହମ୍ମଦ ଶାମିଙ୍କୁ ପତ୍ନୀ ନିର୍ଯାତନା ମାମଲାରେ ବଡ଼ ଆଶ୍ୱସ୍ତି ମିଳିଛି। ଶାମିଙ୍କୁ ଅଲିପୁର କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରେ ତାଙ୍କ ଜାମିନ ଆବେଦନକୁ କୋର୍ଟ ମଞ୍ଜୁର କରିଛନ୍ତି। ମହମ୍ମଦ ଶାମି କୋର୍ଟରେ ହାଜର ହେବା ସହିତ ନିଜ…

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହେଲେ ମହମ୍ମଦ ସାମିଙ୍କ ପତ୍ନୀ ହସୀନ ଜହାଁ, ସାମିଙ୍କ ଉପରେ ଲଗାଇଛନ୍ତି ଗୁରୁତର ଅଭିଯୋଗ

ମହମ୍ମଦ ସାମି ଏବଂ ପତ୍ନୀ ହସୀନ ଜହାଁଙ୍କ ବିବାଦ ଏକ ନୂଆ ମୋଡରେ ପହଞ୍ଚିଛି । ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ବିରୋଧରେ ପତ୍ନୀ ହସୀନ ଜହାଁ ସୁପ୍ରିମକୋର୍ଟ ଦ୍ୱାରସ୍ତ ହୋଇଛନ୍ତି। ମଙ୍ଗଳବାର ଦିନ କୋଲକତା ହାଇକୋର୍ଟ ଆଦେଶ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ହସୀନ…

ମହମ୍ମଦ ସାମିଙ୍କୁ ଲାଗିଲା ବଡ଼ ଝଟକା, ପତ୍ନୀଙ୍କୁ ମାସିକ ୫୦ ହଜାର ଟଙ୍କା ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ

ଟିମ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ସାମି ଏବଂ ପତ୍ନୀ ହସିନା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଆଉ ଦୁହିଁଙ୍କ ବିବାଦ ମଧ୍ୟରେ ହସିନା ଜହାଁ ଅନେକ ଦିନରୁ ପୁଅ ସହିତ ଅଲଗା ହୋଇ ରହୁଛନ୍ତି। ଏବେ କ୍ରିକେଟର ମହମ୍ମଦ ସାମି ପୂର୍ବତନ ପତ୍ନୀ ହସିନ ଜହାଁଙ୍କୁ ମାସକୁ ୫୦ ହଜାର ଟଙ୍କାର କ୍ଷତିପୂରଣ…

ମହମ୍ମଦ ସାମିଙ୍କ ପତ୍ନୀ ‘କାଣ୍ଟା ଲଗା’ ଗୀତରେ କଲେ ଡ୍ୟାନ୍ସ, ଫ୍ୟାନ୍‌ କହିଲେ ଘରକୁ ଯାଇ ସ୍ୱାମୀଙ୍କୁ କ୍ଷମା ମାଗିନିଅ

ଭାରତୀୟ କ୍ରିକେଟ ଟିମର ଦ୍ରୁତ ବୋଲର ମହମହ ସାମୀ ଏବଂ ତାଙ୍କ ପତ୍ନୀ ହସିନ ଜହାଁଙ୍କ ମଧ୍ୟରେ ବିବାଦ ବହୁତ ପୁରୁଣା। ନିକଟରେ ସାମି ଇନଷ୍ଟାଗ୍ରାମରେ ରୋହିତ ଶର୍ମାଙ୍କ ସହିତ ଲାଇଭ ଚାଟ କରିଥିଲେ, ଯେଉଁଥିରେ ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କଥା କହିଥିଲେ। ଏହି ସମୟରେ ସାମି କହିଥିଲେ…