ହୋଲିରେ ଟେଲି ଅଭିନେତ୍ରୀଙ୍କ ସହ ଅସଦାଚରଣ, ଥାନାର ଦ୍ବାରସ୍ଥ ହେଲେ ଅଭିନେତ୍ରୀ
ହୋଲିରେ ଟେଲି ଅଭିନେତ୍ରୀଙ୍କ ସହିତ ଅସଦାଚରଣ ଅଭିଯୋଗ ।ଏପର୍ଯ୍ୟନ୍ତ ପୋଲିସ ଟେଲି ଅଭିନେତ୍ରୀଙ୍କ ନାଁ ଖୁଲାସା କରିନାହାନ୍ତି ।ହୋଲିରେ ରଙ୍ଗ ଲଗାଇବାକୁ ଅଭିନେତ୍ରୀ ଜଣକ ମନା କରିବା ସତ୍ତ୍ବେ ଜୋର ଜବରଦସ୍ତ କରିଥିଲେ । ଯାହାକୁ ନେଇ ଅଭିନେତ୍ରୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି । ତେବେ…