Below header
Browsing Tag

momo challange

ମୋମୋ ଚ୍ୟାଲେଞ୍ଜ କରିବା ଯୁବକଙ୍କୁ ପଡିଲା ମହଙ୍ଗା, ୧୫୦ ମୋମୋ ଖାଇ ଚାଲିଗଲା ଜୀବନ

ବିହାରର ଗୋପାଳଗଂଜରେ ଜଣେ ଯୁବକଙ୍କୁ ମୋମୋ ଖାଇବା ମହଙ୍ଗା ପଡିଛି । ମୋବାଇଲ ସପ୍‌ ଚଲାଉଥିବା ଜଣେ ଯୁବକ ମୋମୋ ଖାଇବା ଚ୍ୟାଲେଞ୍ଜ କରିବା ଯୋଗୁଁ ଜୀବନ ଚାଲିଯାଇଛି । ମୋବାଇଲ ଦୋକାନ କରିଥିବା ଜଣେ ଯୁବକ ନିଜ ସାଙ୍ଗ ସହିତ ମୋମୋ ଖାଇବା ଚ୍ୟାଲେଞ୍ଜ କରିଥିଲେ । ଯାହାପରେ ତାଙ୍କ ଅବସ୍ଥା ଖରାପ…

ପୁଣି ମୋମୋ ଆତଙ୍କ, କଟକରେ ଗେମ୍ ଖେଳି ହାତ କାଟିଲେ ଯୁବକ

କଟକ (କେନ୍ଯୁଜ୍) : ପୁଣି ମୋମୋ ଆତଙ୍କ। କଟକରେ ଗେମ୍ ଖେଳି ହାତ କାଟିଲେ ଯୁବକ। ମୋମୋ ଗେମ୍ ଖେଳି ବୟାଳିଶମୌଜା ଝାରକଟାର ସୁନୀଲ ଦାସ ଗୁରୁତର ହୋଇଛନ୍ତି। ତାଙ୍କୁ SCBରେ ଭର୍ତ୍ତି କରାଯାଇଛି। ଗେମ୍ ଖେଳି ସୁନୀଲ ହାତ କାଟିଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ…

କ’ଣ ଆପଣଙ୍କୁ ଆସିଛି କି ମୋମୋର କଲ୍, ତେବେ ହୋଇଯାଆନ୍ତୁ ସାବଧାନ  

ଏବେ ଲୋକଙ୍କ ମନରେ ଆତଙ୍କ ଖେଳଉଛି ମୋମୋ ଗେମ୍। ଲୋକଙ୍କ ମଧ୍ୟରେ ବଢ଼ୁଥିବା ମୋବାଇଲ ଗେମର ଲୋକପ୍ରିୟତାକୁ ନଜରରେ ରଖି ଲୋକ ନାନାଧି ପ୍ରକାରର ଭୟଙ୍କର ମୃତ୍ୟୁ ଗେମ୍ ପ୍ରସ୍ତୁତ କରୁଛନ୍ତି। ଏହା ପୂର୍ବରୁ ମଧ୍ୟ ବ୍ଲୁ ହ୍ବିଲ ଗେମ ଅନେକ ଜୀବନ ନେବା ସହ ଲୋକଙ୍କ ମନରେ ଆତଙ୍କ ଖେଳାଇ ଦେଇଥିଲା। ଏବେ…

ପୁଣି ମୋମୋ ନେଲା ଜୀବନ : ମୃତ୍ୟୁର ଫାସରେ ମାହାଙ୍ଗାର ଯୁବକ

ମାହାଙ୍ଗା : ପୁଣି ମୋମୋ ନେଲା ଜୀବନ। ମୃତ୍ୟୁର ଫାସ ଖେଳି ରାଉରକେଲା ପରେ କଟକ ମାହାଙ୍ଗା ଅଞ୍ଚଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ଉମର ଗାଁର ୨୫ବର୍ଷୀୟ ଉମାକାନ୍ତ ବେହେରା । ତାଙ୍କ ମୋବାଇଲରୁ ମୋମୋ ଆପ୍‌ ମିଳିଛି। ଗତକାଲି ବିଳମ୍ବିତ ରାତିରେ ଉମାକାନ୍ତ ଗାଁର ଏକ…