Browsing Tag

monkey drinking

ଚୋରି କରି ମଦ ପିଉଛି ମାଙ୍କଡ଼… ମଦୁଆ ମାଙ୍କଡ଼କୁ ନେଇ ଚିନ୍ତାରେ ସ୍ଥାନୀୟ ଲୋକେ, ଅଭିଯୋଗ କଲେ ଦୋକାନୀ

ନୂଆଦିଲ୍ଲୀ : କିଛି ଲୋକ ମଦ ପିଇବାରେ ଅଭ୍ୟସ୍ତ ହୋଇଗଲେଣି, କିନ୍ତୁ ଏପରି କିଛି ଅଭ୍ୟାସ ପଶୁଙ୍କ ମଧ୍ୟରେ ବି ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଉତ୍ତରପ୍ରଦେଶର ରାଏବରେଲିରେରୁ ଏକ ଆଶ୍ଚର୍ଯ୍ୟଜନକ ଭିଡ଼ିଓ ସାମ୍ନାକୁ ଆସିଛି। ଯେଉଁଥିରେ ଗୋଟିଏ ମାଙ୍କଡ ମଦ ବୋତଲକୁ ନିଜ ପାଟିରେ ଖୋଲିବା ପରେ…