Browsing Tag

monkey pox

ମଙ୍କିପକ୍ସ ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ବୈଠକ: ଖୁବଶୀଘ୍ର ଆସିବ ଏସଓପି

ଭୁବନେଶ୍ବର(କେନ୍ୟୁଜ୍):  ମଙ୍କିପକ୍ସ ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ବୈଠକ । ଏହାର ମୁକାବିଲା ନେଇ ଖୁବଶୀଘ୍ର ଆସିବ ଏସଓପି । ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଓଡ଼ିଶାରେ ଆରଏମଆରସିରେ ମଙ୍କିପକ୍ସ ଟେଷ୍ଟ ପାଇଁ କେନ୍ଦ୍ରକୁ କୁହାଯିବ।…

କେରଳରୁ ଦ୍ୱିତୀୟ ମଙ୍କିପକ୍ସ ମାମଲା ଚିହ୍ନଟ, ସତର୍କ କରାଇଲେ ସରକାର

କେନ୍ୟୁଜ୍(ବ୍ୟୁରୋ): ଡରାଇଲାଣି ମଙ୍କିପକ୍ସ ସଂକ୍ରମଣ । କେରଳରୁ ଦ୍ୱିତୀୟ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି । କନ୍ନୁର ଜିଲ୍ଲାରୁ ନୂଆ ସଂକ୍ରମିତ ଚିହ୍ନଟ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ୩୧ବର୍ଷିୟ ଆକ୍ରାନ୍ତ ପାରିୟାରମ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା କହିଛନ୍ତି…

ଭାରତର ପ୍ରଥମ ମଙ୍କିପକ୍‌ସ ଆକ୍ରାନ୍ତ, କେରଳର କୋଲମରୁ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି

କେନ୍ୟୁଜ୍(ବ୍ୟୁରୋ):  ଦେଶରେ ପ୍ରଥମ ମଙ୍କିପକ୍‌ସ ସଂକ୍ରମଣ ଚିହ୍ନଟ। କେରଳର କୋଲମରୁ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସଂକ୍ରମିତ ବ୍ୟକ୍ତି ଜଣଙ୍କ ୟୁଏଇରୁ ଫେରିଥିଲେ। ଗତ ୧୨ ତାରିଖରେ ୟୁଏଇରୁ ଫେରି ତ୍ରିଭେନ୍ଦ୍ରମ୍‌ ଏୟାରପୋର୍ଟରେ ପହଞ୍ଚିଥିଲେ । ସଂକ୍ରମଣ ନେଇ ସ୍ପଷ୍ଟ କରିଛନ୍ତି କେରଳ…