Browsing Tag

monkey snatched coronavirus test sample

ଲ୍ୟାବ୍‌ ଭିତରୁ କରୋନା ଟେଷ୍ଟ ପାଇଁ ଥିବା ସାମ୍ପଲ୍‌ ନେଇ ମାଙ୍କଡ଼ ଛୁ , ସଂକ୍ରମଣ ମାଡ଼ିବାର ଭୟ ଘାରିଲା

ମେରଠ : କରୋନା ସମୟରେ ଏକ ମାଙ୍କଡ଼ ମେରଠ ପ୍ରଶାସନକୁ ସଙ୍କଟରେ ପକାଇ ଦେଇଛି । ମାଙ୍କଡ଼ଟି ମେରଠ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ  ମେଡିକାଲ କଲେଜରେ ପଶି କରୋନା ଯାଞ୍ଚ ପାଇଁ ଥିବା ସାମ୍ପଲ୍‌ ନେଇ ଛୁ ହୋଇଯାଇଛି ।  ଏହା ପ୍ରଶାସନ ଓ ମେଡିକାଲ୍‌ ଷ୍ଟାଫ୍‌ଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇଛି । ଏହି…