Browsing Tag

monkey steal specs in shimla

ଏଠାରେ ମାଙ୍କଡ ଲୁଟିଥାଏ ଚଷମା ,ବଦଳରେ ନେଇଥାଏ ଲାଞ୍ଚ

ଯଦି ଆପଣ ମଧ୍ୟ ସିମଲା ବୁଲିବାକୁ ଆସୁଛନ୍ତି ତାହେଲେ ଏହି ସ୍ଥାନକୁ ଆସିବା ପୂର୍ବରୁ ସାବଧାନ ହୋଇଯାଆନ୍ତୁ । କାରଣ ସହରର ପ୍ରସିଦ୍ଧ ଜାଖୁ ମନ୍ଦିରରେ ଚାଲିଛି ମାଙ୍କଡ଼ ମାନଙ୍କର ରାଜ । ଏଠାରେ ମାଙ୍କଡ଼ମାନେ ଚଷମା ଲୁଟିନେବା ସହିତ ବଦଳରେ ନେଇଥାନ୍ତି ଲାଞ୍ଚ । ଏଠାରେ…