Below header
Browsing Tag

monkey virus

କରୋନା ଡର ଥମିନଥିବାବେଳେ ଆସିଲା ନୂଆ ରୋଗ, ଜ୍ୱର ହୋଇଥିଲେ ରୁହନ୍ତୁ ସାବଧାନ୍‌

ଭାରତରେ କରୋନା ଭାଇରସ ସଂକଟ ଏବେବି ଶେଷ ହୋଇନି ଆଉ ଏହାରି ଭିତରେ ଜ୍ୱର ସହ ଜଡିତ ଏକ ନୂଆ ରୋଗ ସାମ୍ନାକୁ ଆସିଲାଣି। କେରଳର ଓ୍ଵାୟନାଡ ଜିଲ୍ଲାରେ ମଙ୍କି ଫିବର ମାମଲା ସାମ୍ନାକୁ ଆସିଛି। ଏହି ସୂଚନା ରାଜ୍ୟର ସ୍ୱାସ୍ଥ୍ୟବିଭାଗର ଅଧିକାରୀ ଦେଇଛନ୍ତି। କେରଳର ଓ୍ଵାଇନାଡ୍‌ ଜିଲ୍ଲାର…