Browsing Tag

mother’s sad story

ହଜିଗଲାଣି ମାନବିକତା : ଛଅ ପୁଅ-ଝିଅ ଥାଇ ବି ଅନାଥ ମା’

ଗୋପ: ପୁରୀ ଜିଲ୍ଲା ନିମାପଡା ବ୍ଳକ୍ ଶାଇଁସ ଶାସନ ପଞ୍ଚାୟତ ଦୁର୍ଗାପୁର ଗ୍ରାମର ଶୁଷିଳା ନାୟକ । ବୟସ ୮୮ ବର୍ଷ । ପରିବାର କହିଲେ ତିନି ପୁଅ ଓ ତିନି ଝିଅ । ସ୍ବାମୀ ଆରପାରିକୁ ଚାଲିଗଲାପରେ ବହୁ ଅସୁବିଧାରେ ତିନି ପୁଅ ଓ ତିନି ଝିଅଙ୍କ ବାହାଘର କରାଇଲେ ଶୁଷିଳା । କିନ୍ତୁ ଏବେ ତିନି ପୁଅ…